ଭୁବନେଶ୍ୱର: ବର୍ଷକୁ ବର୍ଷ ବଢୁଛି ଗୋ – ଚାଲାଣ ମାମଲା । ବିଜେଡି ସରକାରରେ ବଢିଛି ଗୋ- ଚାଲାଣ । ୫ ବର୍ଷରେ ରୁଜୁ ହୋଇଛି ୧୭୮୩ ମାମଲା । ୨୦୧୯ ରେ ୧୩୯ , ୨୦୨୦ ରେ ୨୬୭ , ୨୦୨୧ ରେ ୩୭୧ ମାମଲା । ସେହିପରି ୨୦୨୨ ରେ ୩୮୬ , ୨୦୨୩ ରେ ବଢି ୬୨୩ ପହଞ୍ଚିଛି ମାମଲା । ଗୋ ସୁରକ୍ଷା ପାଇଁ ଅନ୍ତ୍ରମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି । ଏ ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ।