28.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶବଦଳିଲେ ଆଉ ୪ ରାଜ୍ୟର ରାଜ୍ୟପାଳ

ବଦଳିଲେ ଆଉ ୪ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ : ଆଉ ୪ ରାଜ୍ୟର ରାଜ୍ୟପାଳ ବଦଳିଲେ। ବିଜୋରାମ, ବିହାର, କେରଳ ଓ ମଣିପୁର ଏହି ୪ ରାଜ୍ୟର ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି। ଏ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ରଘୁବର ଦାସଙ୍କ ଇସ୍ତଫା ଦେଇଥିବାବେଳେ ତାହାକୁ ମଞ୍ଜୁର କରାଯାଇଛି । ସେହିପରି ଜାରି ବିଜ୍ଞପ୍ତି ଅନୁସାରେ..
(୧) ଜେନେରାଲ୍ (ଡଃ) ବିଜୟ କୁମାର ସିଂ, ପିଭିଏସ୍‌ଏମ୍‌, ଏଭିଏସ୍‌ଏମ୍‌, ଏଭିଏସ୍‌ଏମ୍‌(ଅବସରପ୍ରାପ୍ତ) ମିଜୋରାମର ରାଜ୍ୟପାଳ ଭାବରେ ନିଯୁକ୍ତ
(୨) ବିହାରର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, କେରଳର ରାଜ୍ୟପାଳ ଭାବରେ ନିଯୁକ୍ତ
(୩) ବିହାରର ରାଜ୍ୟପାଳ ଭାବେ ନିଯୁକ୍ତ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ
(୪) ମଣିପୁରର ରାଜ୍ୟପାଳ ଭାବେ ନିଯୁକ୍ତ ଅଜୟ କୁମାର ଭାଲା

ବଦଳିଲେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ, କେ ହରି ବାବୁ ନିଯୁକ୍ତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking