21.1 C
Bhubaneswar
Saturday, December 6, 2025
Homeଓଡିଶାସମ୍ବଲପୁର ଗସ୍ତରେ ରାଜ୍ୟପାଳ

ସମ୍ବଲପୁର ଗସ୍ତରେ ରାଜ୍ୟପାଳ

ସମ୍ବଲପୁର: ସମ୍ବଲପୁର ଗସ୍ତରେ  ରାଜ୍ୟପାଳ ହରିବାବୁ କମ୍ଭମପାଟି । ସେଠାରେ ମା’ ସମଲେଶ୍ୱରୀଙ୍କ  ଦର୍ଶନ କଲେ ରାଜ୍ୟପାଳ । ରାଜ୍ୟପାଳଙ୍କ ସହ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ସମ୍ପଦସ୍ୱାଇଁ , ସୂର୍ଯ୍ୟବଂଶୀ ସୂରଜ, ରବି ନାୟକ । ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ ରାଜ୍ୟପାଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking