26.1 C
Bhubaneswar
Wednesday, February 11, 2026
Homeଓଡିଶାସରକାର ସିଧା ସିବିଆଇକୁ ହସ୍ତାନ୍ତର କରନ୍ତୁ: ପ୍ରସନ୍ନ  

ସରକାର ସିଧା ସିବିଆଇକୁ ହସ୍ତାନ୍ତର କରନ୍ତୁ: ପ୍ରସନ୍ନ  

ଭୁବନେଶ୍ୱର: ସିବିଆଇ ତଦନ୍ତ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଲା  ବିଜେଡି ।  କାହିଁକି ଚିଠି ଲେଖାଯିବନି କହିଲେ ପ୍ରସନ୍ନ ଆଚାଯ୍ୟ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାଯ୍ୟ ପ୍ରଶ୍ନ କରିଛନ୍ତି , କହିଛନ୍ତି କାହିଁକି ତାଙ୍କ ପରିବାରକୁ ଚିଠି ଲେଖିବାକୁ କୁହାଯାଉଛି । ସରକାର ସିଧା ସିବିଆଇକୁ ହସ୍ତାନ୍ତର କରନ୍ତୁ । ବିରୋଧୀ ଥିବାବେଳେ କ୍ରାଇମବ୍ରାଞ୍ଚ ତଦନ୍ତରେ ପ୍ରଶ୍ନ ଉଠାଉଥିଲେ । ଏବେ କ୍ଷମତାରେ ଅଛନ୍ତି ପୁଣି କାହିଁକି କ୍ରାଇମବ୍ରାଞ୍ଚ । ସିବିଆଇ ତଦନ୍ତ କରନ୍ତୁ କହିଲେ ପ୍ରସନ୍ନ ଆଚାଯ୍ୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking