15.1 C
Bhubaneswar
Wednesday, December 10, 2025
Homeଓଡିଶାସରକାରୀ କ୍ୱାର୍ଟର୍ସ ଜବରଦଖଲ ଉଚ୍ଛେଦ

ସରକାରୀ କ୍ୱାର୍ଟର୍ସ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର: ଭୁବନେଶ୍ୱରରେ ସରକାରୀ କ୍ୱାର୍ଟର୍ସରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଯାଇଛି । ଜିଏ ଓ ବିଡିଓ ପକ୍ଷରୁ ମିଳିତ ଭାବେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ । ଉଚ୍ଛେଦରେ ୱାଟକୋ ଓ ଓପିଟିସିଏଲ ମଧ୍ୟ ସାମିଲ । ୟୁନିଟ-୨ ପଟେ ହୋଇଥିବା ଜବରଦଖଲ ଉଚ୍ଛେଦ । ଏନେଇ ଓଟିଭିରେ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ । ୧୦୦ରୁ ଉର୍ଦ୍ଧ୍ୱ ସରକାରୀ କ୍ୱାର୍ଟର୍ସ ଏବେ ଜବରଦଖଲକାରୀଙ୍କ କବଜାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking