33.1 C
Bhubaneswar
Sunday, February 22, 2026
Homeଓଡିଶାରାସ୍ତାରେ ପଡିଛି ପୁଳାପୁଳା ସରକାରୀ ଔଷଧ

ରାସ୍ତାରେ ପଡିଛି ପୁଳାପୁଳା ସରକାରୀ ଔଷଧ

ବାଲେଶ୍ୱର: ରୋଗୀଙ୍କୁ ମିଳୁନି ଔଷଧ ହେଲେ ରାସ୍ତା କଡରେ ପଡିଛି ପୁଳା ପୁଳା ମେଡିସିନ । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ – ରସାଳପୁର ରାସ୍ତାର ଶ୍ରୀଜଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ କିଛି କିମି ଦୂରପେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅବଧି ସରିନଥିବା ଔଷଧ ମେଡିକାଲରେ ରହିବା ପରିବର୍ତ୍ତେ ରାସ୍ତା ପାଖରେ ଅଳିଆ ଗଦାରେ ପଡିଛି । ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ ଏଡିସ ୫୦ ଏମଏଲର ସିରପ ପଡିଛି । ଅର୍ଥାତ ଅବଧି ସରିବାକୁ ଆହୁରି ୯ ମାସରୁ ଅଧିକ ସମୟ ବାକିଥିବା ବେଳେ ଔଷଧ କାହିଁକି ଫିଙ୍ଗାଯାଇଛି ତାହା ଏଖ ବଡ ପ୍ରଶ୍ନ । ସେପଟେ ସରକାରୀ ମେଡିକାଲରେ ରୋଗୀଙ୍କୁ ସଠିକ ମାଗଣା ଔଷଧ ମିଲୁନଥିବା ବେଳେ ଘଣ୍ଟା ଘଣ୍ଟା ଧାଡିରେ ଛିଡା ହୋଇ ଶେଷରେ ଔଷଧ ନ ପାଇ ନିରାଶ ହେବା ସହ ବାଧ୍ୟ ହୋଇ ବାହାରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking