17.1 C
Bhubaneswar
Tuesday, February 10, 2026
Homeଓଡିଶାସରକାର କଠୋର: ଗିରଫ ହେବେ ଅପରାଧୀ- ଆଇନ ମନ୍ତ୍ରୀ  

ସରକାର କଠୋର: ଗିରଫ ହେବେ ଅପରାଧୀ- ଆଇନ ମନ୍ତ୍ରୀ  

ଭୁବନେଶ୍ୱର: ରାଜ୍ୟରେ  ଅପରାଧ ରୋକିବାକୁ ଚାଲିଛି କାମ । ସରକାର ଆଗକୁ ଆହୁରି  କଠୋର ହେବେ । ଅପରାଧୀଙ୍କୁ ତୁରନ୍ତ  ଗିରଫ  କରାଯିବ । ୨୪ରୁ ୪୮ ଘଣ୍ଟାରେ ଗିରଫ  ହେଉଛନ୍ତି ଅପରାଧୀ । ବିଏନଏସ ଆଇନ ଅନୁଯାୟୀ ପଦକ୍ଷେପ ନେଉଛୁ ।  ଅପରାଧ ଓ ଭ୍ରଷ୍ଟାଚାରମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଆଇନ ମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ ବୟାନ ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking