ଭୁବନେଶ୍ୱର: ବିଧାନସଭା ଅଚଳା ଅବସ୍ଥା ପାଇଁ ସରକାର ହିଁ ଦାୟୀ । ଏନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରତିକ୍ରିୟା ରଖିଛନ୍ତି । ସରକାରଙ୍କ ଦାୟିତ୍ୱହୀନତା ପାଇଁ ଏସସିବିରେ ଅଗ୍ନିକାଣ୍ଡ ଘଟିଲା । କଂଗ୍ରେସର ମୃତାହତ ଦାବିକୁ ସରକାର ଶୁଣିଲେ ନାହିଁ କହିଛନ୍ତି କାଡାମ । ଆହୁରି କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ନଚେତ ସୁପରିଟେଣ୍ଡେଣ୍ଟ ଇସ୍ତଫା ଦିଅନ୍ତୁ ।










