23.1 C
Bhubaneswar
Monday, February 2, 2026
Homeଓଡିଶାପଞ୍ଚାୟତ ନିର୍ବାଚନ ନେଇ ଦ୍ୱନ୍ଦ୍ୱରେ ସରକାର: ଭକ୍ତ ଦାସ

ପଞ୍ଚାୟତ ନିର୍ବାଚନ ନେଇ ଦ୍ୱନ୍ଦ୍ୱରେ ସରକାର: ଭକ୍ତ ଦାସ

ଭୁବନେଶ୍ୱର: ବିଜେଡି ସୁପ୍ରିମୋଙ୍କ ସହିତ ଖୁବଶୀଘ୍ର ଭେଟିବେ ପିସିସି ସଭାପତି । ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଏପରି ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ । କହିଛନ୍ତି, ରାଜ୍ୟ ସ୍ୱାର୍ଥ ପାଇଁ ନବୀନଙ୍କ ସହ ଖୁବଶୀଘ୍ର ଭେଟଘାଟ ହେବ । ବିପକ୍ଷ ଦଳ ପାଇଁ ସୁଯୋଗ ଅଛି, ଆଲୋଚନା କଲେ ଅନେକ କଥା ସାମ୍ନାକୁ ଆସିବ । ପଞ୍ଚାୟତ ନିର୍ବାର୍ଚନ ନେଇ ଦ୍ୱନ୍ଦ୍ୱରେ ସରକାର । ନିର୍ବାଚନ କମିଶନ ଓ ସରକାରଙ୍କ ମଧ୍ୟରେ ତାଳମେଳ ନାହିଁ । ପଞ୍ଚାୟତ ନିର୍ବାଚନ କରିବା ପାଇଁ ସରକାରଙ୍କ କ୍ଷମତା ନାହିଁ । ନିୟମାନୁସାରେ ପଞ୍ଚାୟତରେ ନିର୍ବାଚନ ହେବା ଉଚିତ । କିନ୍ତୁ ରାଜ୍ୟ ସରକାର କଲା ଭଳି ଅନୁଭବ ହେଉନି । ବିଜେପି ସରକାର ପତ୍ତନମୁଖୀ ସରକାର । ବିଭିନ୍ନ କ୍ଷେତ୍ରରେ ଫେଲ ମାରିଛି ସରକାର । ଦିନେ ଦୁଇଦିନ ଭିତରେ ଜଣାପଡିବ କେବେ ହେବ ଭେଟଘାଟ । ବିଜେଡି ଓ କଂଗ୍ରେସର ସଂଖ୍ୟାକୁ ନେଇ ସମ୍ଭାବନା ଦେଖାଦେଉଛି । ସମ୍ଭାବନାକୁ ଚେଷ୍ଟା କରିବା ରାଜନୈତିକ ଅପରାଧ ନୁହେଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking