14.1 C
Bhubaneswar
Sunday, December 7, 2025
Homeଓଡିଶାଗୋପାଳପୁର ଗଣଦୁଷ୍କର୍ମ ଘଟଣା: ଅଭିଯୁକ୍ତଙ୍କ ହେଲା ଟିଆଇ ପରେଡ

ଗୋପାଳପୁର ଗଣଦୁଷ୍କର୍ମ ଘଟଣା: ଅଭିଯୁକ୍ତଙ୍କ ହେଲା ଟିଆଇ ପରେଡ

ଗଞ୍ଜାମ: ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ।  ବ୍ରହ୍ମପୁର ଜେଲରେ ଟିଆଇ ପ୍ୟାରେଡ ହୋଇଥିବା ସୂଚନା ମିଳିଛି । ଗତକାଲି ଅପରାହ୍ନରେ ଟିଆଇ ପ୍ୟାରେଡ କରାଯାଇଛି । ଅଭିଯୁକ୍ତମାନଙ୍କୁ ଅଭିଯୋଗକାରିଣୀ ଓ ତାଙ୍କ ପୁରୁଷବନ୍ଧୁଙ୍କ ଆଗରେ ରଖି ଟିଆଇ ପ୍ୟାରେଡ କରାଯାଇଛି । ଅଭିଯୋଗକାରିଣୀ ଘଟଣା ଘଟାଇଥିବା ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିଥିବା ମଧ୍ୟ ସୂଚନା ମିଳିଛି । ଏହି ଘଟଣାରେ ଟିଆଇ ପ୍ୟାରେଡ ପାଇଁ କ୍ରାଇମବ୍ରାଞ୍ଚ ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆବେଦନ କରିଥିଲା । କୋର୍ଟଙ୍କ ଅନୁମତି ମିଳିବା ପରେ ନିୟମ ଅନୁଯାୟୀ ଟିଆଇ ପ୍ୟାରେଡ କରାଯାଇଛି । ବଡ କଥା ହେଉଛି ସମସ୍ତ ୬ ଅଭିଯୁକ୍ତଙ୍କୁ ପୀଡ଼ିତା ଏବଂ ତାଙ୍କ ପୁରୁଷ ବନ୍ଧୁ ଚିହ୍ନଟ କରିଛନ୍ତି । ପରବର୍ତ୍ତୀ ସମୟରେ ଏମାନଙ୍କୁ ରିମାଣ୍ଡରେ ଅଣାଯାଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking