33.1 C
Bhubaneswar
Tuesday, July 15, 2025
Homeଓଡିଶାଗୋପାଳପୁର ଗଣଦୁଷ୍କର୍ମ ମାମଲା: ପ୍ରମାଣ ନଷ୍ଟ ପାଇଁ ଦୁଷ୍କର୍ମକାରୀଙ୍କ ଚାଲ

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ପ୍ରମାଣ ନଷ୍ଟ ପାଇଁ ଦୁଷ୍କର୍ମକାରୀଙ୍କ ଚାଲ

ଗୋପାଳପୁର: ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲାରେ ଡାକ୍ତରୀ ମାଇନା କରିଥିବା ଡାକ୍ତର ତଥ୍ୟ ପ୍ରକାଶ କରିଛନ୍ତି । ଏଫଏମଟି ବିଭାଗୀୟ ମୁଖ୍ୟଙ୍କ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶିତ । ତଥ୍ୟ ଅନୁସାରେ ଦୁଷ୍କର୍ମ ବେଳେ ବ୍ୟବହାର କରିଥିଲେ ଗର୍ଭ ନିରୋଧ ସାମଗ୍ରୀ । ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ଲାଗି ବ୍ୟବହାର କରିଥିଲେ । ପୂର୍ବରୁ ଅଭିଯୁକ୍ତ ଯୋଜନା ଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking