19.1 C
Bhubaneswar
Monday, December 8, 2025
Homeଓଡିଶା ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୨ ଦିନ ଭିତରେ ଚାର୍ଜସିଟ୍‌

 ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୨ ଦିନ ଭିତରେ ଚାର୍ଜସିଟ୍‌

ଗଞ୍ଜାମ: ଗୋପାଳପୁର ଗଣଦୁଷ୍କର୍ମ ମାମଲା ।  ୨ ଦିନ ଭିତରେ ଦାଖଲ ହୋଇପାରେ ଚାର୍ଜସିଟ୍‌  ।   ଏନେଇ  ପୁଲିସ ଡିଜିଙ୍କୁ ସିଏଡବ୍ଲୁ ଆଇଜି ଭେଟିବା ପରେ ବଢ଼ିଲା ଚର୍ଚ୍ଚା ।  ଆଜି ଏହି ମାମଲାକୁ ମାସେ ପୂରିଥିଲା  ବେଳେ କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌ ପ୍ରସ୍ତୁତ କରି ସାରିଥିବା ସୂଚନା ମିଳିଛି  ।   ପୁଲିସ ଡିଜିଙ୍କ ସହ ପରାମର୍ଶ ପରେ କ୍ରାଇମ୍‌ବ୍ରାଞ୍ଚ ମାମଲାର ଚାର୍ଜସିଟ୍‌ ଦାଖଲ କରିବା ନେଇ ଜଣାପଡ଼ିଛି  ।  ଗତ ଜୁନ୍ ୧୫ ତାରିଖରେ ଗୋପାଳପୁର ବେଳାଭୂମିରେ ଘଟିଥିଲା ଲୋମହର୍ଷଣକାରୀ ଘଟଣା । ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ କରାଯାଇଥିଲା ଗଣଦୁଷ୍କର୍ମ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking