ବ୍ରହ୍ମପୁର: ନବ ଦାସ ହତ୍ୟା ମାମଲାରେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ଖୋଳତାଡ । ଅଭିଯୁକ୍ତ ଗୋପାଳ ଦାସଙ୍କ ପତ୍ନୀଙ୍କୁ ଘଣ୍ଟାଏ ଜେରା କଲା କ୍ରାଇମବ୍ରାଞ୍ଚ । ବ୍ରହ୍ମପୁର ଆଙ୍କୁଲି ଘରେ ଗୋପାଳଙ୍କ ପତ୍ନୀଙ୍କ ପଚରାଉଚରା । ହତ୍ୟା ପୂର୍ବରୁ କେତେ ଥର ଓ କଣ କଥା ହୋଇଥିଲେ ପଚାରିଲେ । ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଜେରା କରିସାରିଛି କ୍ରାଇମବ୍ରାଞ୍ଚ ।










