27.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଗୋଲଡେନ ଗ୍ଲୋବସ ୨୦୨୫ : ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା ଜାଣନ୍ତୁ..

ଗୋଲଡେନ ଗ୍ଲୋବସ ୨୦୨୫ : ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା ଜାଣନ୍ତୁ..

ନୂଆଦିଲ୍ଲୀ : ୮୨ତମ  ଗୋଲଡେନ ଗ୍ଲୋବସ ଉତ୍ସବର ଉଭୟ ଚଳଚ୍ଚିତ୍ର ଏବଂ ଟେଲିଭିଜନର ବିଜେତାମାନଙ୍କୁ ଜାଣନ୍ତୁ..
ବେଷ୍ଟ ଫିଲ୍ମ – ମ୍ୟୁଜିକାଲ ଏବଂ କମେଡି
ଏମେଲିଆ ପେରେଜ ହେଉଛି ବେଷ୍ଟ ଫିଲ୍ମ – ମ୍ୟୁଜିକାଲ ଏବଂ କମେଡି
ବେଷ୍ଟ ଫିଲ୍ମ – ଡ୍ରାମା
ଦ ବ୍ରୁଟାଲିଷ୍ଟ  ହେଉଛି ବେଷ୍ଟ ଫିଲ୍ମ, ଡ୍ରାମା
ବେଷ୍ଟ ମେଲ ଆକ୍ଟର ଫିଲ୍ମ – ଡ୍ରାମା
ବେଷ୍ଟ ମେଲ ଆକ୍ଟର ଦ ବ୍ରୁଟାଲିଷ୍ଟ  ଫିଲ୍ମର ଅଭିନେତା  ଏଡ୍ରିଏନ ବ୍ରୋଡି ବିଜୟୀ ହୋଇଛନ୍ତି ।
ବେଷ୍ଟ ଫିମେଲ ଆକ୍ଟର ଫିଲ୍ମ – ଡ୍ରାମା
ବେଷ୍ଟ ଫିମେଲ ଆକ୍ଟର ହେଉଛନ୍ତି ଆଇ ଏମ ଷ୍ଟିଲ ହିଅର ଚଳଚ୍ଚିତ୍ରର ଫରନାନ୍ଦ ଟୋରେସ ।
ବେଷ୍ଟ ଟେନିଭିଜନ ସିରିଜ – ଡ୍ରାମା
ସୋଗୁନ  ଟେଲିଭିଜନ ସିରିଜଟି ୱିନର ହୋଇଛି
ବେଷ୍ଟ ଫିମେଲ ଆକ୍ଟର ଟେଲିଭିଜନ ସିରିଜ – ଡ୍ରାମା
ଟେଲିଭିଜନ ସିରିଜ ସଗୁନର ବେଷ୍ଟ ଫିମେଲ ଆକ୍ଟର ଆନା ସ୍ୱାଇଁ ହେଉଛନ୍ତି ୱିନର
ବେଷ୍ଟ ଟେଲିଭିଜନ ସିରିଜ ମ୍ୟୁଜିକାଲ ଏବଂ କମେଡି
ବେଷ୍ଟ ଟେଲିଭିଜନ  ସିରିଜ  ହେକ୍ସ ହେଉଛି ମ୍ୟୁଜିକାଲ ଏବଂ କମେଡିର ୱିନର
ଏବେ ଜାଣିବା ବେଷ୍ଟ ଲିମିଟେଡ ସିରିଜ , ଏନ୍ଥୋଲୋଜି ସିରିଜ ବା ଟେଲିଭିଜନ ଚଳଚ୍ଚିତ୍ରର ବିଜେତାମାନଙ୍କୁ
ବେବି ରିଣ୍ଡିର ହେଉଛି ବେଶ୍ଟ ଲିମିଟେଡ ସିରିଜ , ଏନ୍ଥୋଲୋଜି ସିରିଜ ବା ଟେଲିଭିଜନ ଚଳଚ୍ଚିତ୍ରର ବିଜେତା ।
ସିନେମାଟିକ ଏବଂ ବକ୍ସ ଅଫିସ ଏଚିଭମେଣ୍ଟ
ସିନେମାଟିକ ଏବଂ ବକ୍ସ ଅଫିସ ଏଚିଭମେଣ୍ଟର ବିଜେତା ହେଉଛନ୍ତି ୱିକେଡ ।
ଫିଲ୍ମର ବେଷ୍ଟ  ଓରିଜିନାଲ ଗୀତ
ଚଳଚ୍ଚିତ୍ରର ବେଷ୍ଟ ଓରିଜିନାଲ ଗୀତର ବିଜେତା ହେଉଛି ଏଲ ମାଲ, ଏମିଲିଆ ପେରେଜ ।
ଫିଲ୍ମର ବେଷ୍ଟ ଓରିଜିନାଲ ସ୍କୋର
ଚାଲେଞ୍ଜର୍ସ ଫିଲ୍ମଟି  ବେଷ୍ଟ ଓରିଜିନାଲ ସ୍କୋରରେ ବିଜେତା ହୋଇଛି ।
ଫିଲ୍ମର ବେଶ୍ଟ ଡିରେକ୍ଟର
ବ୍ରୁଟାଲଲିଷ୍ଟ ଚଳଚ୍ଚିତ୍ରର ନିର୍ଦ୍ଦେଶକ ବ୍ରାଡି କୋରବେଟ ବେଷ୍ଟ ଡିରେକ୍ଟର ଭାବେ ବୀଜୟୀ ହୋଇଛନ୍ତି ।
ବେଷ୍ଟ ଫିଲ୍ମ – ଏନିମେଟେଡ
ଫ୍ଲୋ ଚଳଚ୍ଚିତ୍ରଟି  ୱିନର ହୋଇଛି ।
ଫିଲ୍ମର ବେଷ୍ଟ ମେଲ ଆକ୍ଟର – ମ୍ୟୁଜିକାଲ ଏବଂ  କମେଡି
ମ୍ୟୁଜିକାଲ ଏବଂ  କମେଡି ଚଳଚ୍ଚିତ୍ର ଏ ଡିଫେରେଣ୍ଟ ମ୍ୟାନର  ବେଶ୍ଟ ମେଲ ଆକ୍ଟର ହେଉଛନ୍ତି ସେବଷ୍ଟିଆନ ଷ୍ଟାନ , ସେ ବିଜୟୀ ହୋଇଛନ୍ତି ।
ଫିଲ୍ମର ବେଷ୍ଟ ଫିମେଲ ଆକ୍ଟର – ମ୍ୟୁଜିକାଲ ଏବଂ କମେଡି
ମ୍ୟୁଜିକାଲ ଏବଂ କମେଡି ଚଳଚ୍ଚିତ୍ର ଦ ସବଷ୍ଟାନସ ର ବେଷ୍ଟ ଫିମେଲ ଆକ୍ଟର ହେଉଛନ୍ତି ଡେମି ମୋରେ ।
ସେହିପରି  ଟେଲିଭିଜନ ଲିମିଟେଡ ସିରିଜ , ଏନ୍ଥୋଲୋଜି ସିରିଜର ବେଶ୍ଟ ଫିମେଲ ଆକ୍ଟରର
ଟେଲିଭିଜନ ଲିମିଟେଡ ସିରିଜ , ଏନ୍ଥୋଲୋଜି ସିରିଜର ବେଷ୍ଟ ଫିମେଲ ଆକ୍ଟରର ବିଜେତା ହେଉଛନ୍ତି  ଜୋଡି
ଫୋଷ୍ଟେର । ଫିଲ୍ମ ହେଉଛି ଟ୍ରୁ ଡିଟେକ୍ଟିଭ , ନାଇଟ କଣ୍ଟ୍ରି  ା
ବେଷ୍ଟ ମେଲ ଆକ୍ଟର  ଟେଲିଭିଜନ ଲିମିଟେଡ ସିରିଜ , ଏନ୍ଥୋଲୋଜି ସିରିଜ-
ଟେଲିଭିଜନ ଲିମିଟେଡ ସିରିଜ , ଏନ୍ଥୋଲୋଜି ସିରିଜ ଦ ପେଙ୍ଗୁଇନର ବେଷ୍ଟ ମେଲ ଆକ୍ଟର  ହେଉଛନ୍ତି କୋଲିନ ଫାରେଲ ।
ବେଷ୍ଟ ଫିଲ୍ମ – ନନ୍ ଇଂଲିସ ଲାଙ୍ଗୁଏଜ
ଏମିଲିଆ ପରେଜ ହେଉଛି ନନ୍ ଇଂଲିସ ଲାଙ୍ଗୁଏଜର ବେଷ୍ଟ ଫିଲ୍ମ ।
ବେଷ୍ଟ ଷ୍ଟାଣ୍ଡଅପ କମେଡି  ଅନ ଟେଲିଭିଜନ
ବେଷ୍ଟ ଷ୍ଟାଣ୍ଡ ଅପ କମେଡି ସିଙ୍ଗଲ ଲେଡିରେ  ଅଲି ଓଙ୍ଗ ବିଜୟୀ ହୋଇଛନ୍ତି ।
ବେଶ୍ଟ ସ୍କ୍ରିନ ପ୍ଲେ  ଫିଲ୍ମ
କନକ୍ଲେଭ ଫିଲ୍ମର ପିଟର ଷ୍ଟ୍ରଘାନ ହେଉଛନ୍ତି ବିଜେତା
ଟେଲିଭିଜନ ସିରିଜ – ମ୍ୟୁଜିକାଲ ଏବଂ କମେଡିର ବେଷ୍ଟ  ମେଲ ଆକ୍ଟର
ଟେଲିଭିଜନ ସିରିଜ – ମ୍ୟୁଜିକାଲ ଏବଂ କମେଡି ଫିଲ୍ମ ଦ ବିଅର ବେଷ୍ଟ  ମେଲ ଆକ୍ଟର ବିଜୟୀ ହୋଇଛନ୍ତି  ଜେରେମି ଆଲେନ ହ୍ୱିଟ ।
ବେଷ୍ଟସପୋର୍ଟିଙ୍ଗ ମେଲ ଆକ୍ଟର  ଅନ ଟେଲିଭିଜନ
ତାଦାନୋବୁ ଆସାନୋ ବିଜୟୀ ହେଉଛନ୍ତି ସଗୁନ ଫିଲ୍ମର ବେଷ୍ଟ ସପୋର୍ଟିଙ୍ଗ ମେଲ ଆକ୍ଟର  ।
ବେଷ୍ଟ ସପୋର୍ଟିଙ୍ଗ ଫିମେଲ ଆକ୍ଟର ଅନ ଟେଲିଭିଜନ
ବେବି ରିଣ୍ଡିର ଚଳଚ୍ଚିତ୍ରର ଜେସିକା ଗୁନିଂ ହେଉଛନ୍ତି ବେଷ୍ଟ  ସପୋର୍ଟିଙ୍ଗ ଫିମେଲ ଆକ୍ଟର ।
ବେଷ୍ଟ ମେଲ ଆକ୍ଟର ଟେଲିଭିଜନ ସିରିଜ – ଡ୍ରାମା
ସଗୁନ ଚଳଚ୍ଚିତ୍ରର ହିରୋୟୁକି  ସାନଦା ହେଉଛନ୍ତି ବେଷ୍ଟ ମେଲ ଆକ୍ଟର ।
ସପୋର୍ଟିଂ ଫିଲ୍ମର ବେଷ୍ଟ ମେଲ ଆକ୍ଟର
ଏ ରିଅଲ ପେଇନ ସପୋର୍ଟିଂ ଚଳଚ୍ଚିତ୍ରର  କିଏରାନ କୁଲକିନ ହେଉଛନ୍ତି ବେଷ୍ଟ ମେଲ ଆକ୍ଟର
ବେଷ୍ଟ ଫିମେଲ ଆକ୍ଟର ଟେଲିଭିଜନ ସିରିଜ –  ମ୍ୟୁଜିକାଲ ଏବଂ କମେଡି
ଜେନ ସ୍ମାର୍ଟ ହେଉଛନ୍ତି ଟେଲିଭିଜନ ସିରିଜ ମ୍ୟୁଜିକାଲ ଏବଂ କମେଡି ହେକ୍ସର ବେଷ୍ଟ ଫିମେଲ ଆକ୍ଟର ।
ଫିଲ୍ମର ସପୋର୍ଟିଂ ରୋଲ ବେଷ୍ଟ ଫିମେଲ ଆକ୍ଟର
ସପୋର୍ଟିଂ ଫିଲ୍ମ ଏମିଲିଆ ପେରେଜର  ଜୋଏ ସୋଲଦେନା ହେଉଛନ୍ତି  ବେଷ୍ଟ ଫିଲ୍ମ ଆକ୍ଟର

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking