32.1 C
Bhubaneswar
Sunday, May 25, 2025
Homeଓଡିଶାପୁଣି ବଢିଛି ସୁନାଦର: ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୫, ୬୨୦ ଟଙ୍କା

ପୁଣି ବଢିଛି ସୁନାଦର: ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୫, ୬୨୦ ଟଙ୍କା

ଭୁବନେଶ୍ୱର : ସୁନା ଦାମ୍‌ ଦିନେ ବୃଦ୍ଧି ପାଉଥିବା ବେଳେ ଦିନେ ହ୍ରାସ ହେଉଛି । ମଙ୍ଗଳବାର ମେ’୧୩ ତାରିଖରେ ପୁଣି ବଢିଛି ସୁନାଦର ।୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୫, ୬୨୦ ଟଙ୍କା ରହିଛି । ଗତକାଲି ଏହା ୯୫,୪୬୦ ଟଙ୍କା ଥିଲା । ଏଥିରେ ୧୬୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୭,୬୫୦ ଟଙ୍କା ରହିଛି । ଗତକାଲି ୮୭,୫୦୦ ଟଙ୍କା ଥିଲା । ଏଥିରେ ୧୫୦ ଟଙ୍କା ବୃଦ୍ଧି ହୋଇଛି । ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୧,୭୨୦ ଟଙ୍କା ରହିଛି । ଗତକାଲି ଏହା ୭୧,୫୯୦ ଟଙ୍କା ଥିଲା । ଏଥିରେ ୧୩୦ ଟଙ୍କା ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking