21.1 C
Bhubaneswar
Sunday, December 28, 2025
Homeଦେଶ ବିଦେଶ୭୭,୦୦୦ରେ ପହଞ୍ଚିଲା ସୁନା ଦର

୭୭,୦୦୦ରେ ପହଞ୍ଚିଲା ସୁନା ଦର

ନୂଆଦିଲ୍ଲୀ : ଗ୍ରାହକଙ୍କୁ ଝଟ୍‌କା। ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର। ଭାରତରେ ପ୍ରଥମ ଥର ପାଇଁ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୭୬,୦୦୦ ଟଙ୍କା ଅତିକ୍ରମ କରିଛି। ରିପୋର୍ଟ ମୁତାବକ, ୨୪ କ୍ୟାରେଟ୍‌ ୧୦ ଗ୍ରାମ ସୁନାର ଦାମ୍‌ ୭୬,୯୫୦ରେ ପହଞ୍ଚିଛି। ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ ଏବଂ ଚଣ୍ଡିଗଡ଼ ଭଳି ବଡ଼ ସହରରେ ଏହି ବୃଦ୍ଧି ଘଟିଛି। ସୁନାର ଦାମ୍‌ ଗତ ସେସନ୍‌ରେ ୧% ଅଧିକ ବଢ଼ିବା ପରେ ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଆନ୍ତର୍ଜାତୀୟ ବଜାରରେ ସ୍ପଟ୍ ସୁନା ମୂଲ୍ୟ ୦.୩% ବୃଦ୍ଧି ହୋଇ ଏକ ଆଉନ୍ସ ପିଛା ୨୬୬୫ ଡଲାରରୁ ଅଧିକ ରହିଛି। ଏକ୍ସପର୍ଟଙ୍କ ମୁତାବକ, ଚଳିତ ବର୍ଷ ଶେଷ ସୁଦ୍ଧା ଏମସିଏକ୍ସ ଉପରେ ସୁନା ମୂଲ୍ୟ ୭୯,୦୦୦ ରୁ ୮୦,୦୦୦ରେ ପହଞ୍ଚିବା ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking