33.1 C
Bhubaneswar
Friday, March 27, 2026
Homeଓଡିଶାକବାଟ ଭାଙ୍ଗି ଲୁଟିନେଲେ ୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର

କବାଟ ଭାଙ୍ଗି ଲୁଟିନେଲେ ୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର

ନୟାଗଡ: ନୟାଗଡ ସଦର ବଳଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି । ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ ଅଧିକ ସୁନା ଅଳଙ୍କାର , ନଗଦ ୩ ଲକ୍ଷ ଟଙ୍କା ଏପରି ମୋଟରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଚୋରି କରି ନେଇଛନ୍ତି । ବୈକୁଣ୍ଠଙ୍କର ଦେହ ଖରାପ ଯୋଗୁଁ ସେ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ବେଳେ ପୁଅ ବସନ୍ତ, ବୋହୂ ଓ ନାତିଙ୍କୁ ମାରପିଟ କରି ଚୋରି କରିଛନ୍ତି । ଆକ୍ରମଣରେ ପୁଅ, ବସନ୍ତ, ବୋହୂ ଓ ନାତି ପ୍ରମୁଖ ୩ ଆହତ ହୋଇ ଚିକିତ୍ସା ପରେ ଫେରିଛନ୍ତି । ସେପଟେ ସାଇଣ୍ଟିଫିକ ଟିମ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking