20.1 C
Bhubaneswar
Monday, February 9, 2026
Homeଓଡିଶାଦେବଗଡ , କେନ୍ଦୁଝରରେ ସୁନା ଖଣି  ସନ୍ଧାନ : ମନ୍ତ୍ରୀ  

ଦେବଗଡ , କେନ୍ଦୁଝରରେ ସୁନା ଖଣି  ସନ୍ଧାନ : ମନ୍ତ୍ରୀ  

ଭୁବନେଶ୍ୱର : ରାଜ୍ୟର ଦୁଇଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ କରାଯାଉଛି । ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରେ ସୁନାଖଣି  ଠାବ ହୋଇଛି । ଦେବଗଡ ଜିଲ୍ଲାର ଆଡାସ – ରମାପଲ୍ଲୀରେ ସନ୍ଧାନ କରାଯାଉଛି । କେନ୍ଦୁଝର ଜିଲ୍ଲାର ଗୋପୁର – ଗଜିପୁର ଅଞ୍ଚଳରୁ ସନ୍ଧାନ ମିଳିଛି । ଏନେଇ ବିଧାନସଭାରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉତ୍ତର ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking