17.1 C
Bhubaneswar
Wednesday, February 4, 2026
Homeଓଡିଶାନୂଆବର୍ଷରେ ବଢିଲା ସୁନା

ନୂଆବର୍ଷରେ ବଢିଲା ସୁନା

ଭୁବନେଶ୍ୱର: ନୂତନ ବର୍ଷର ପ୍ରଥମ ଦିନରେ ସୁନା ବୃଦ୍ଧି ପାଇଛି ରୂପା ମୂଲ୍ୟ ହ୍ରାସ ପାଇଛି । ଇଣ୍ଡିଆ ବୁଲିଅନ୍‌ ଆଣ୍ଡ ଜୁଏଲର୍ସ ଆସୋସିଏସନ ଅନୁଯାୟୀ ୨୪କ୍ୟାରେଟ୍‌ ସୁନାର ୧୦ଗ୍ରାମ ମୂଲ୍ୟ ୧,୩୫,୦୬୦ଟଙ୍କାରେ ପହଞ୍ଚିଛି, ୨୨କ୍ୟାରେଟ୍‌ ସୁନାର ମୂଲ୍ୟ ୧,୨୩,୮୦୦ ଟଙ୍କା ରହିଛି । ନୂଆବର୍ଷରେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ ହୋଇଛି । ଭୁବନେଶ୍ୱରରେ ଆଜି ୨୪କ୍ୟାରେଟ ସୁନାର ମୂଲ୍ୟ ୧,୩୫,୦୬୦ଟଙ୍କା ଓ ୨୨କ୍ୟାରେଟ ସୁନାର ମୂଲ୍ୟ ୧,୨୩,୮୦୦ ଟଙ୍କା ରହିଛି । ସେହିପରି ଆଜି ରୂପା ମୂଲ୍ୟ ହ୍ରାସ ପାଇଛି । କିଲୋଗ୍ରାମ ପ୍ରତି ୨ଲକ୍ଷ ୫୬ହଜାର ରହିଛି । ଆଜି ୧୦୦୦ ଟଙ୍କା ହ୍ରାସ ପାଇଛି ରୂପା ଦର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking