23.1 C
Bhubaneswar
Sunday, February 8, 2026
Homeଓଡିଶାପାଣ୍ଡିଆନ ତୀର୍ଥସ୍ଥାନକୁ ଯିବା କଥା: ଅରବିନ୍ଦ ଢାଲି

ପାଣ୍ଡିଆନ ତୀର୍ଥସ୍ଥାନକୁ ଯିବା କଥା: ଅରବିନ୍ଦ ଢାଲି

ଭୁବନେଶ୍ୱର: ପାଣ୍ଡିଆନଙ୍କୁ ବିଜେପି ନେତା ଅରବିନ୍ଦ ଢାଲି କଟାକ୍ଷ କରିଛନ୍ତି । କହିଛନ୍ତି, ଯଦି ସନ୍ନ୍ୟାସ ନେଲେ ସେ ତୀର୍ଥସ୍ଥାନକୁ ଯିବା କଥା ।  ହେଲେ ଏବେ ସେ ନବୀନ ନିବାସ ଯାଉଛନ୍ତି । ଯଦି ପାଣ୍ଡିଆନ ପଳାଇଥାନ୍ତେ , ତାଙ୍କ ସମସ୍ୟା ତୁଟି ଯାଇଥାନ୍ତେ । ପାଣ୍ଡିଆନଙ୍କ ବିନା ନବୀନ ରାଜନୀତି କରିପାରିବେ କି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking