26.1 C
Bhubaneswar
Sunday, July 20, 2025
Homeଓଡିଶାରାଜନୀତି କରୁଛନ୍ତି ଭଗବାନ ଦଣ୍ଡ ଦେବେ: ମନ୍ତ୍ରୀ  

ରାଜନୀତି କରୁଛନ୍ତି ଭଗବାନ ଦଣ୍ଡ ଦେବେ: ମନ୍ତ୍ରୀ  

ଭୁବନେଶ୍ୱର: ରଥଯାତ୍ରା ପ୍ରସଙ୍ଗରେ ବିରୋଧୀଙ୍କୁ କାଉଣ୍ଟର କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।  କହିଲେ ବିରୋଧୀ କେମିତି  ରଥଯାତ୍ରା କରୁଥିଲେ ଓଡ଼ିଶାବାସୀ ଜାଣିଛନ୍ତି । ତାଙ୍କ ସମୟରେ କଣ ଘଟୁଥିଲା ସମସ୍ତେ ଦେଖିଛନ୍ତି । କୌଣସି ରାଜନୌତିକ ସମାଲୋଚନା ଚାହୁଁନାହୁଁ । ଯେଉଁମାନେ ରାଜନୀତି କରୁଛନ୍ତି ଭଗବାନ ଦଣ୍ଡିତ କରିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking