ଭୁବନେଶ୍ୱର: ଶିକ୍ଷକ ଆନ୍ଦୋଳନକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି , ଶିକ୍ଷକମାନଙ୍କୁ ଆନ୍ଦୋଳନ ନକରିବାକୁ ଅପିଲ କରିଛନ୍ତି । ଆମକୁ ସମୟ ଦିଅନ୍ତୁ, ଯାହାବି ସମସ୍ୟା ଅଛି, ସମାଧାନ କରିବୁ । ଆଲୋଚନା ଓ ତର୍ଜମା ସମାଧାନ କରିବୁ ।