ନୂଆଦିଲ୍ଲୀ: ପାକିସ୍ତାନକୁ କଡା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ହାଫିଜ, ସୟଦଙ୍କୁ ତୁରନ୍ତ ହସ୍ତାନ୍ତର କରିବା ପାଇଁ ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆତଙ୍କବାଦୀ ହାଫିଜ ସୟିଦ ଓ ମଙ୍କସରଦ ଆଜହରକୁ ପାକିସ୍ତାନ ହସ୍ତାନ୍ତର କରୁ । କେବଳ ଭାରତ ନୁହେଁ, ଜାତିସଂଘର ମୋଷ୍ଟ ୱାଟେଣ୍ଡ ଆତଙ୍କବାଦୀ ତାଲିକାରେ ଉଭୟ ଅଛନ୍ତି । ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହଉର ରାଣାକୁ ନିକଟରେ ଅଭାରତ ଅଣାଗଲା । ଯଦି କଥାବାର୍ତ୍ତା ପାଇଁ ପାକିସ୍ତାନ ଆଗ୍ରହୀ, ତେବେ ହାଫିଜ ଓ ମଙ୍କସରଦକୁ ପ୍ରଥମେ ଦିଅ । ଅପରେସନ ସିନ୍ଦୁର ଶେଷ ହୋଇନି । କେବଳ ସ୍ଥଗିତ ରଖାଯାଇଛି । ଯଦି ପୁଣିଥରେ ପାକିସ୍ତାନ ସମାନ ଭୁଲ କରେ ଆହୁରି କଡା ଜବାବ ଦିଆଯିବ ।