29.1 C
Bhubaneswar
Sunday, February 8, 2026
Homeଓଡିଶାପିଲାଙ୍କୁ ଶୀଘ୍ର ଦିଅ ୟୁନିଫର୍ମ: ମନ୍ତ୍ରୀ

ପିଲାଙ୍କୁ ଶୀଘ୍ର ଦିଅ ୟୁନିଫର୍ମ: ମନ୍ତ୍ରୀ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାରେ ବିଳମ୍ବକୁ ନେଇ ଗଣଶିକ୍ଷା ମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ୮୦ % ରୁ ଅଧିକ ସ୍କୁଲ ପିଲାଙ୍କୁ ୟପନିଫର୍ମ ଦିଆଯାଇ ସରିଲାଣି । କିଛି କିଛି ସ୍ଥାନରେ ପିଲାଙ୍କୁ ୟୁନିଫର୍ମ ଦେବାରେ ହେଉଛି ବିଳମ୍ବ । ୟୁନିଫର୍ମ ଦେବାରେ ବିଳମ୍ବ କରୁଥିବା ଏସଏଚଜିକୁ ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ସଂସ୍ଥାକୁ ୟୁନିଫର୍ମ ତିଆରି ପାଇଁ ଦାୟିତ୍ୱ ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking