14.1 C
Bhubaneswar
Thursday, December 11, 2025
Homeଓଡିଶାଗୃହ ବିଭାଗ ଦାୟିତ୍ୱ ଅନ୍ୟ କାହାକୁ ଦିଅନ୍ତୁ ମୁଖ୍ୟମନ୍ତ୍ରୀ: ବିଜେଡି

ଗୃହ ବିଭାଗ ଦାୟିତ୍ୱ ଅନ୍ୟ କାହାକୁ ଦିଅନ୍ତୁ ମୁଖ୍ୟମନ୍ତ୍ରୀ: ବିଜେଡି

ଭୁବନେଶ୍ୱର: କେନ୍ଦ୍ରାପଡାରେ  ଘଟଣାକୁ ନେଇ  ବିଜେଡି  ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ  ଟାର୍ଗେଟ କରି କହିଛି ଘଟଣାରେ ପୁଲିସ ଧ୍ୟାନ ଦେଲାନି ।  ଗୃହ ବିଭାଗ ଦାୟିତ୍ୱ ଅନ୍ୟ କାହାକୁ ଦିଅନ୍ତୁ ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡା ଯ ୁବତୀ ଜଳିବା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି । ସୂଚନାଥାଉକି, ଆଜି ଘର ଭିତରେ ଜିଅନ୍ତା ଜଳିଗଲେ ଯୁବତୀ  । କେନ୍ଦ୍ରାପଡା ଜିଲ୍ଲା , ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା  କାଠିଆପଡା ଗାଁରେ ଜିଅନ୍ତା ଜଳିଗଲେ  ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ   ା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ମୃତ ଯୁବତୀଙ୍କ ବାପାଙ୍କ କହିବା ଅନୁସାରେ ଝିଅର ପ୍ରେମିକ ବ୍ଲାକମେଲିଂ କରୁଥିଲେ ।  ଅଶ୍ଲୀଳ ଫଟୋ ଓ ଭିଡିଓ ଜରିଆରେ ବ୍ଲାକମେଲିଂ କରୁଥିଲେ ।  ଗ୍ରାମାଞ୍ଚଳ ଥାନାରେ ୬ ମାସ ପୂର୍ୱେ ଅଭିଯୋଗ କରିଥିଲୁ । ଅନ୍ୟପଟେ, ଘଟଣାରେ  କେନ୍ଦ୍ରାପଡା ଏସପିଙ୍କୁ ପୋଲିସ  ଡିଜି ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଲେ । କେଉଁ ପରିସ୍ଥିତିରେ ଛାତ୍ରୀ କଲେ ଆତ୍ମହତ୍ୟା ତଦନ୍ତ କରି ରିପୋର୍ଟ ଦିଅ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking