19.1 C
Bhubaneswar
Tuesday, January 28, 2025
Homeଓଡିଶାବୁଣାକାର ସଙ୍ଘ ତରଫରୁ "ଆମ ଗାଁ ପରବ" ଗିରି ଗୋବର୍ଦ୍ଧନ ପୂଜା

ବୁଣାକାର ସଙ୍ଘ ତରଫରୁ “ଆମ ଗାଁ ପରବ” ଗିରି ଗୋବର୍ଦ୍ଧନ ପୂଜା

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଅନ୍ତର୍ଗତ ଶଙ୍ଖଚିଲା ରାଧାନଗର ପାଟଣା ଠାରେ ବୁଣାକାର ସଙ୍ଘ ତରଫରୁ ମହାପ୍ରଭୁ ଶ୍ରୀ ଗିରି ଗୋବର୍ଦ୍ଧନ ଙ୍କ ର ୧୫ଶ ତମ ପୂଜା ଉତ୍ସବ “ଆମ ଗାଁ ପବୁଣାକାର ସଙ୍ଘ ତରଫରୁ “ଆମ ଗାଁ ପରବ” ଗିରି ଗୋବର୍ଦ୍ଧନ ପୂଜା ମହୋତ୍ସବ :- କୋରାଇ ବ୍ଲକ୍ ଅନ୍ତର୍ଗତ ଶଙ୍ଖଚିଲା ରାଧାନଗର ପାଟଣା ଠାରେ ବୁଣାକାର ସଙ୍ଘ ତରଫରୁ ମହାପ୍ରଭୁ ଶ୍ରୀ ଗିରି ଗୋବର୍ଦ୍ଧନ ଙ୍କ ର ୧୫ଶ ତମ ପୂଜା ଉତ୍ସବ “ଆମ ଗାଁ ପରବ ” ମହାସମାରୋହରେ ପାଳିତ ହୋଇଯାଇଛି।ଏହି ପୂଜା ପରିପ୍ରେକ୍ଷୀରେ ଅଞ୍ଚଳର ସମସ୍ତ ବୁଣାକାର ବନ୍ଧୁ ମାନେ ଏକତ୍ରିତ ହୋଇ ଗତ ଶୁକ୍ରବାର କଳସ ଯାତ୍ରା ଆରମ୍ଭ କରି ଗ୍ରାମ ପୁଷ୍କରିଣୀ ଠାରେ ପଣ୍ଡିତ ରଘୁନାଥ ପାଣିଗ୍ରାହୀ , ପଣ୍ଡିତ ଗିରିଜା ଶଙ୍କର ପାଢ଼ୀ, ଜ୍ୟୋତିଷ ଗୋପିନାଥ ନାୟକ,ନାପିତ ଶିବ ପ୍ରସାଦ ବାରିକ ଙ୍କ ପୌରହିତ୍ୟରେ କର୍ତ୍ତା ସତ୍ୟାନନ୍ଦ ପରମାଣିକ ଓ ବୁଲା ପରମାଣିକ , ଆନନ୍ଦ ଚନ୍ଦ୍ର ପାତ୍ର , ବିଦ୍ୟାଧର ପରମାଣିକ ଙ୍କ କରକମଳରେ କଳସ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହା ମହୋତ୍ସବ ଟି ଚାରିଦିନ ଧରି ଭଜନ କୀର୍ତ୍ତନ ସହ ଧୂମ୍ ଧାମ୍ ରେ ପାଳନ କରାଯାଇଥିଲା ବେଳେ ରବିବାର ଦିନ ବଡ ସିଂହାର ବେଶ ସହ ବଡ ଭୋଗ ଓ ଗତକାଲି ସୋମବାର ୪ ତାରିଖ ଦିନ ଭଷାଣୀ ଉତ୍ସବ ସମାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ସଙ୍ଘ ର ସଭାପତି କୂଳମଣୀ ବେହେରା,ସମ୍ପାଦକ ଅକ୍ଷୟ କୁମାର ଜେନା, କୋଷାଧ୍ୟକ୍ଷ ନବଘନ ବେହେରା ,ବରିଷ୍ଠ ସଭ୍ୟ ପୂର୍ଣ୍ଣଚନ୍ଦ୍ର ବେହେରା,ଅଦୈତ୍ୟ ଚରଣ ବେହେରା, ହରିହର ପାତ୍ର, ଗୌରାଙ୍ଗ ଚରଣ ଜେନା, ରବୀନ୍ଦ୍ର ପାତ୍ର, ଜଗନ୍ନାଥ ପାତ୍ର,ଚୈତନ୍ୟ ଚରଣ ବେହେରା,ବାଇଧର ପରମାଣିକ, ଶତୃଘ୍ନ ପାତ୍ର ,ବାଇଧର ପାତ୍ର (ବଡ), ଜଗବନ୍ଧୁ ପାତ୍ର, ଦେବାନନ୍ଦ ବେହେରା, ବାଇଧର ପାତ୍ର (ସାନ), ରଘୁନାଥ ପାତ୍ର,ଅଲେଖ ପାତ୍ର,ସନାତନ ପରମାଣିକ, ମଥୁରେନ୍ଦ୍ର ପରମାଣିକ, ଯଦୁନାଥ ପାତ୍ର , ନନ୍ଦ ପାତ୍ର, ବସନ୍ତ ପାତ୍ର,ଦଶରଥ ପାତ୍ର , ଶତୃଘ୍ନ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।ଏଥିରେ ଗ୍ରାମର ସମସ୍ତ ବର୍ଗର ଗ୍ରାମବାସୀ, ଅଞ୍ଚଳର ବିଭିନ୍ନ ମୁରବୀ ଗଣ, ମହିଳା ସଙ୍ଗଠନ , ବୃନ୍ଦାବନ ଜୀୟୁ ଯୁବ ସ୍ବେଛାସେବୀ ଗଣ ବିଶେଷ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମର ବିଶେଷ ସଫଳତା ପାଇଁ ଅନୁଷ୍ଠାନ ତରଫରୁ ସମ୍ପାଦକ ଅକ୍ଷୟ କୁମାର ଜେନା,କିଶୋର ବେହେରା, ଅନନ୍ତ ଚରଣ ପାତ୍ର ପ୍ରମୁଖ ଅଞ୍ଚଳ ବାସୀ ଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ସରକାର ଙ୍କ ର “ଆତ୍ମ ନିର୍ଭର ଭାରତ କୁଟୀର ଶିଳ୍ପ ଯୋଜନା” ରେ ସଙ୍ଘ ର ସମସ୍ତ ପରିବାର ଗୁଡ଼ିକୁ ଚିହ୍ନଟ କରି ବେକାରୀ ମୁକ୍ତ ପରିବାର ଯୋଜନା ରେ ସାମିଲ୍ କରିବା ପାଇଁ ସରକାରଙ୍କୁ ନିବେଦନ କରାଯାଇଛି।ରବ ” ମହାସମାରୋହରେ ପାଳିତ ହୋଇଯାଇଛି।ଏହି ପୂଜା ପରିପ୍ରେକ୍ଷୀରେ ଅଞ୍ଚଳର ସମସ୍ତ ବୁଣାକାର ବନ୍ଧୁ ମାନେ ଏକତ୍ରିତ ହୋଇ ଗତ ଶୁକ୍ରବାର କଳସ ଯାତ୍ରା ଆରମ୍ଭ କରି ଗ୍ରାମ ପୁଷ୍କରିଣୀ ଠାରେ ପଣ୍ଡିତ ରଘୁନାଥ ପାଣିଗ୍ରାହୀ (ଗୁଜନ ନନା), ପଣ୍ଡିତ ଗିରିଜା ଶଙ୍କର ପାଢ଼ୀ, ଜ୍ୟୋତିଷ ଗୋପିନାଥ ନାୟକ,ନାପିତ ଶିବ ପ୍ରସାଦ ବାରିକ ଙ୍କ ପୌରହିତ୍ୟରେ କର୍ତ୍ତା ସତ୍ୟାନନ୍ଦ ପରମାଣିକ ଓ ବୁଲା ପରମାଣିକ , ଆନନ୍ଦ ଚନ୍ଦ୍ର ପାତ୍ର , ବିଦ୍ୟାଧର ପରମାଣିକ ଙ୍କ କରକମଳରେ କଳସ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହା ମହୋତ୍ସବ ଟି ଚାରିଦିନ ଧରି ଭଜନ କୀର୍ତ୍ତନ ସହ ଧୂମ୍ ଧାମ୍ ରେ ପାଳନ କରାଯାଇଥିଲା ବେଳେ ରବିବାର ଦିନ ବଡ ସିଂହାର ବେଶ ସହ ବଡ ଭୋଗ ଓ ଗତକାଲି ସୋମବାର ୪ ତାରିଖ ଦିନ ଭଷାଣୀ ଉତ୍ସବ ସମାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ସଙ୍ଘ ର ସଭାପତି କୂଳମଣୀ ବେହେରା,ସମ୍ପାଦକ ଅକ୍ଷୟ କୁମାର ଜେନା, କୋଷାଧ୍ୟକ୍ଷ ନବଘନ ବେହେରା ,ବରିଷ୍ଠ ସଭ୍ୟ ପୂର୍ଣ୍ଣଚନ୍ଦ୍ର ବେହେରା,ଅଦୈତ୍ୟ ଚରଣ ବେହେରା, ହରିହର ପାତ୍ର, ଗୌରାଙ୍ଗ ଚରଣ ଜେନା, ରବୀନ୍ଦ୍ର ପାତ୍ର, ଜଗନ୍ନାଥ ପାତ୍ର,ଚୈତନ୍ୟ ଚରଣ ବେହେରା,ବାଇଧର ପରମାଣିକ, ଶତୃଘ୍ନ ପାତ୍ର ,ବାଇଧର ପାତ୍ର (ବଡ), ଜଗବନ୍ଧୁ ପାତ୍ର, ଦେବାନନ୍ଦ ବେହେରା, ବାଇଧର ପାତ୍ର (ସାନ), ରଘୁନାଥ ପାତ୍ର,ଅଲେଖ ପାତ୍ର,ସନାତନ ପରମାଣିକ, ମଥୁରେନ୍ଦ୍ର ପରମାଣିକ, ଯଦୁନାଥ ପାତ୍ର , ନନ୍ଦ ପାତ୍ର, ବସନ୍ତ ପାତ୍ର,ଦଶରଥ ପାତ୍ର , ଶତୃଘ୍ନ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।ଏଥିରେ ଗ୍ରାମର ସମସ୍ତ ବର୍ଗର ଗ୍ରାମବାସୀ, ଅଞ୍ଚଳର ବିଭିନ୍ନ ମୁରବୀ ଗଣ, ମହିଳା ସଙ୍ଗଠନ , ବୃନ୍ଦାବନ ଜୀୟୁ ଯୁବ ସ୍ବେଛାସେବୀ ଗଣ ବିଶେଷ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମର ବିଶେଷ ସଫଳତା ପାଇଁ ଅନୁଷ୍ଠାନ ତରଫରୁ ସମ୍ପାଦକ ଅକ୍ଷୟ କୁମାର ଜେନା,କିଶୋର ବେହେରା, ଅନନ୍ତ ଚରଣ ପାତ୍ର ପ୍ରମୁଖ ଅଞ୍ଚଳ ବାସୀ ଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ସରକାର ଙ୍କ ର “ଆତ୍ମ ନିର୍ଭର ଭାରତ କୁଟୀର ଶିଳ୍ପ ଯୋଜନା” ରେ ସଙ୍ଘ ର ସମସ୍ତ ପରିବାର ଗୁଡ଼ିକୁ ଚିହ୍ନଟ କରି ବେକାରୀ ମୁକ୍ତ ପରିବାର ଯୋଜନା ରେ ସାମିଲ୍ କରିବା ପାଇଁ ସରକାରଙ୍କୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking