Homeଓଡିଶାଭୁତ ଖାଉଥିଲେ ରାଶନ ଚାଉଳ: ଯୋଗାଣ ମନ୍ତ୍ରୀ ଓଡିଶାଭୁବନେଶ୍ୱର ଭୁତ ଖାଉଥିଲେ ରାଶନ ଚାଉଳ: ଯୋଗାଣ ମନ୍ତ୍ରୀ By Ona Khabara 27/11/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର: ରାଜ୍ୟରେ ଭୁତ ଖାଉଥିଲେ ରାଶନ ଚାଉଳ । ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ । କେୱାଇସି ପ୍ରକ୍ରିୟାରୁ ଚିହ୍ନଟ ହେଲେ ମୃତ ହିତାଧିକାରୀ। ନୂଆ କାର୍ଡ ଅପେକ୍ଷାରେ ୬ ଲକ୍ଷ ୧୯ ହଜାର ହିତାଧିକାରୀ । ଏ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । Share FacebookTwitterPinterestWhatsAppLinkedinReddItTelegram Previous articleଗନ୍ଧମାର୍ଦ୍ଧନକୁ ନେଇ ପ୍ରସନ୍ନଙ୍କ ଉଦବେଗNext articleମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୫ ଡାକ୍ତରଙ୍କ ଜୀବନ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ରାଜ୍ୟସଭା ନିର୍ବାଚନ: କ୍ରସ ଭୋଟିଂ ସଂଖ୍ୟା ବଢିଲା; ବିଜେଡିର ୮, କଂଗ୍ରେସର ୩ ଓଡିଶା ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଐତିହାସିକ ହର୍ମାନ କୁଲ୍କେଙ୍କ ସ୍ମୃତିଚାରଣ ଦେଶ ବିଦେଶ ଫାଟିଲା ସିଲିଣ୍ଡର: ୨ ମୃତ, ୭ ଆହତ ଓଡିଶା ବ୍ଲୁ ଇକୋନୋମି ସମିଟ୍–୨୦୨୬ରେ ଓଡ଼ିଶାର ଦୂରଦୃଷ୍ଟିମୟ ରୋଡମ୍ୟାପ୍