28.1 C
Bhubaneswar
Monday, July 28, 2025
Homeଓଡିଶାଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ରତ୍ନ ଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ: ମନ୍ତ୍ରୀ

ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ରତ୍ନ ଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ: ମନ୍ତ୍ରୀ

ପୁରୀ: ରତ୍ନ ଭଣ୍ଡାରକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । କହିଲେ , ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ରତ୍ନ ଭଣ୍ଡାର । ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ରତ୍ନ ଭଣ୍ଡାରର କୌଣସି ପ୍ରକାର ନିର୍ମାଣଜନିତ ତ୍ରୁଟି ରହିବ ନାହିଁ । ସେହିପରି ରତ୍ନ ଭଣ୍ଡାର ଗଠନମୂଳକ ସୁରକ୍ଷା ଦୃଷ୍ଟିରୁ କୌଣସି ପ୍ରକାର ଅସୁବିଧା ଶହେ ବର୍ଷ ପର୍ଯ୍ୟନ୍ତ ହେବ ନାହିଁ । ତାକୁ ନଜର ରଖି ମରାମତି କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି , ମରାମତି କାମ ଶେଷ ପର୍ଯ୍ୟାୟରେ ଅଛି ।  ମହାପ୍ରଭୁ ନୀଳାଦ୍ରିବିଜେ ହେବା ପରେ ଆରମ୍ଭ ହେବ ପ୍ରକ୍ରିୟା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking