29.1 C
Bhubaneswar
Sunday, July 13, 2025
Homeଓଡିଶାପୁରୀ  ଅଭିମୁଖେ ଗୌତମ ଆଦାନୀ

ପୁରୀ  ଅଭିମୁଖେ ଗୌତମ ଆଦାନୀ

ଭୁବନେଶ୍ୱର: ଭୁବନେଶ୍ୱରରେ  ପହଞ୍ଚିଲେ ଆଦାନୀ  ଗ୍ରୁପ ଅଧ୍ୟକ୍ଷ  ଗୌତମ ଆଦାମୀ । ବିମାନ ବନ୍ଦରରେ ପହଞ୍ଚିବା ପରେ  ସିଧାସଳଖ ସେ ପୁରୀ ବାହାରିଛନ୍ତି । ମହାକୁମ୍ଭ ମେଳା ପରେ  ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ  ସେବା ପ୍ରଦାନ କରାଯିବ ।  ଲୋକଙ୍କ ଧାର୍ମିକ ଭାବନାକୁ  ସମ୍ମାନ ଦେଇ  ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ସେବା  ଯୋଗାଇବା ପାଇଁ  ନିଶ୍ପତ୍ତି ହୋଇଛି ।  ମହାପ୍ରଭୁ ଜଗନ୍ନାଥଙ୍କ ଏହି ନବଦିନାତ୍ମକ ଯାତ୍ରାରେ  ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ।  ଏହି ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ସେବା ଯୋଗାଇଦେବା ଆବଶ୍ୟକ ।  ଏହି ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ସେବା  ଯୋଗାଇଦେବା ଉଦ୍ଦେଶ୍ୟରେ ସେ ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking