30.1 C
Bhubaneswar
Friday, February 13, 2026
Homeଓଡିଶାଉଚ୍ଚ କୋଲେଷ୍ଟ୍ରଲ୍ ପାଇଁ ରାମବାଣ ହେଉଛି ରସୁଣ  

ଉଚ୍ଚ କୋଲେଷ୍ଟ୍ରଲ୍ ପାଇଁ ରାମବାଣ ହେଉଛି ରସୁଣ  

ଭୁବନେଶ୍ୱର: ଆଜିକାଲି ଉଚ୍ଚ କୋଲେଷ୍ଟ୍ରଲ ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହାକି ହୃଦରୋଗର ଆଶଙ୍କା ବଢାଇପାରେ  ।  କିନ୍ତୁ ଆପଣ ଜାଣିଛନ୍ତି କି , ଏସବୁ ସମସୟାର ସମାଧାନ କିପରି ହେବ ।  ରସୁଣ ଖାଇବା ଦ୍ୱାରା  କୋଲେଷ୍ଟ୍ରଲ ହ୍ରାସ ହେବା ସହ  ହୃଦୟକୁ ଶକ୍ତିଶାଳୀ କରିଥାଏ । ରସୁଣରେ ଥିବା ଆଲିସିନ୍ ନାମକ ଯୌଗିକ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇମ୍ଫ୍ଲେମାଟୋରୀ ଗୁଣରେ ଭରପୂର। ଏହା ଖରାପ କୋଲେଷ୍ଟ୍ରଲ ହ୍ରାସ କରେ ଏବଂ ଭଲ କୋଲେଷ୍ଟ୍ରଲ  ବୃଦ୍ଧି କରିବାରେ ସାହାଯ୍ୟ କରେ। ରସୁଣରେ ଥିବା ଆଲିସିନ୍ ନାମକ ଯୌଗିକ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇମ୍ଫ୍ଲେମାଟୋରୀ ଗୁଣରେ ଭରପୂର। ଏହା ଖରାପ କୋଲେଷ୍ଟ୍ରଲ   ହ୍ରାସ କରେ ଏବଂ ଭଲ କୋଲେଷ୍ଟ୍ରଲ  ବୃଦ୍ଧି କରିବାରେ ସାହାଯ୍ୟ କରେ। ଅଧିକ ରାନ୍ଧିବା ଦ୍ୱାରା ରସୁଣରେ ଥିବା ପୁଷ୍ଟିକର ତତ୍ତ୍ୱ ନଷ୍ଟ ହୋଇଯାଏ। ଏହାକୁ ହାଲୁକା ଭାଜି କିମ୍ବା ସାଲାଡରେ କଞ୍ଚା ମିଶାଇ ସେବନ କରନ୍ତୁ। ଉଚ୍ଚ କୋଲେଷ୍ଟ୍ରଲର ସମସ୍ୟାରୁ ରକ୍ଷା ପାଇବା ଏବଂ ହୃଦୟକୁ ସୁସ୍ଥ ରଖିବା ପାଇଁ ରସୁଣ ଖାଇବା ବହୁତ ଲାଭଦାୟକ ହୋଇପାରେକିନ୍ତୁ, ଏହାକୁ ସଠିକ୍ ଉପାୟରେ ଖାଇବା ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଏହାକୁ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତି, ତେବେ ଆପଣଙ୍କ ହୃଦୟ ସ୍ୱାସ୍ଥ୍ୟ ଏବଂ କୋଲେଷ୍ଟ୍ରଲ୍ ସ୍ତର ଉନ୍ନତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking