26.1 C
Bhubaneswar
Thursday, March 19, 2026
Homeଓଡିଶାଗଞ୍ଜାମ କଂଗ୍ରେସର ଜୟଯାତ୍ରା ଆରମ୍ଭ : ଭକ୍ତ

ଗଞ୍ଜାମ କଂଗ୍ରେସର ଜୟଯାତ୍ରା ଆରମ୍ଭ : ଭକ୍ତ

ଭୁବନେଶ୍ୱର: କଂଗ୍ରେସ ଭବନଠାରେ ନୂତନ ଜିଲ୍ଲା ସଭାପତି ଚୟନ ଓ ସାଙ୍ଗଠନିକ ପୁନଃର୍ଗଠନକୁ ନେଇ ଗଞ୍ଜାମ ପଶ୍ଚିମ କଂଗ୍ରେସ ସାଙ୍ଗଠନିକ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସ ସଭାପତିତ୍ୱ କରି ଗଞ୍ଜାମ ଜିଲ୍ଲାର ନେତୃବୃନ୍ଦ ଓ କର୍ମକର୍ତ୍ତାମାନଙ୍କ ସହ ଦଳୀୟ ସଙ୍ଗଠନର ସୁଦୃଢ଼ୀକରଣ, ଜନସମସ୍ୟାର ପର୍ଯ୍ୟାଲୋଚନା ଓ ରାଜ୍ୟର ବର୍ତ୍ତମାନର ରାଜନୈତିକ ପରିସ୍ଥିତି ସହ ଆଗାମୀ କାର୍ଯ୍ୟଯୋଜନା ବିଷୟରେ ଦୀର୍ଘ ତିନିଘଣ୍ଟା ବିଚାର ବିମର୍ଷ କରିଥିଲେ l ଯୋଗ ଦେଇଥିବା କଂଗ୍ରେସ ନେତୃବୃନ୍ଦ ନିଜର ମତାମତ ଓ ପରାମର୍ଶ ଉପସ୍ଥାପନ କରିଥିଲେ। ଏହିକାର୍ଯ୍ୟକ୍ରମେର ଡ. ଲଲାଟେନ୍ଦୁ ମହାପାତ୍ର, ବିଜୟ ପ୍ରଧାନ, ଦେବୀପ୍ରସାଦ ବିଷୋଇ, ସଞ୍ଜୟ ତ୍ରିପାଠୀ, ବିଦ୍ୟାଧର ପ୍ରଧାନ, ଅଗସ୍ତି ବରାଡ଼, ହରିକୃଷ୍ଣ ରଥ, ଭୋକାଲି ସେଠୀ, ଦେବକାନ୍ତ ଶର୍ମା, ସନ୍ତୋଷ ମଣ୍ଡଳ, ସୁରଭୀ ବିଶୋଇ, ଦୀପକ କୁମାର ଭୁୟାଁ, ରବି ବିଶୋଇ, ପ୍ରମୁଖ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking