26.1 C
Bhubaneswar
Friday, January 16, 2026
Homeଓଡିଶାଗଣେଶ୍ୱର ବରାଳ ବିଜେଡିରୁ ନିଲମ୍ବିତ

ଗଣେଶ୍ୱର ବରାଳ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ନିଲମ୍ବିତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳରୁ ନିଲମ୍ବିକ କରାଯାଇଛି । ଏନେଇ ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ଚିଠି ଦିଆଯାଇଛି । ସୂଚନାଥାଉ କି, ଗତକାଲି ଦଳ ବିରୋଧୀ କାର୍ଯ୍ୟ ପାଇଁ କେନ୍ଦୁଝର ବିଧାୟକ ସନାତନ ମହାକୁଡ ଏବଂ ।ଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ସଭାତି ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଥିଲେ । ବିଜେଡିରୁ ନେତାମାନଙ୍କୁ ବହିଷ୍କାର କରିବା ଏହା ଏକ ରାଜନୌତିକ ମହଲରେ ହଟଚମଟ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking