14.1 C
Bhubaneswar
Saturday, December 27, 2025
Homeଓଡିଶାଜନ୍ମଦିନ ନାଁରେ ଜୁଆ ଖେଳ : ୨୬ ଗିରଫ

ଜନ୍ମଦିନ ନାଁରେ ଜୁଆ ଖେଳ : ୨୬ ଗିରଫ

ବରଗଡ : ବରଗଡ ପାଲଟିଲାଣି ଜୁଆଡିଙ୍କ ଆଡ୍ଡା ।  ଦୀର୍ଘଦିନ ପାଇଁ  ହୋଟେଲରେ ଚାଲୁଥିଲା ଜୁଆ ଖେଳ । ଜନ୍ମଦିନ ପାର୍ଟି ପାଇଁ ବୁକ ହୋଇଥିଲା ରୁମ ହେଲେ ଚାଲୁଥିବା ଜୁଆ ଖେଳ  କୌଣସି  ସୂତ୍ରରୁ  ଖବର ପାଇ ବରଗଡ ସ୍ଥିତ ଏକ ହୋଟେଲରେ ଚଢାଉ କରିଥିଲା ପୋଲିସ । ଗତକାଲି ରାତିରେ ହୋଟେଲ ମଙ୍ଗଳାମ ପାଲିସରେ ଜୁଆ ଖେଳ ଚାଲିଥିବା ବେଳେ ମାଡି ବସିଲା ପୋଲିସ ।  ହୋଟୋଲ ମ୍ୟାନେଜର ସମେତ ଛତିଶଗଡ  ସାରଙ୍ଗଗଡ ଅଞ୍ଚଳର  ୨୫ ଜଣ ଜୁଆଡିକୁ ଗିରଫ କରିଛି ପୋଲିସ ଏହାସହ ୫ଟି ୪ ଚକିଆ ଯାନ, ୬ ଲକ୍ଷ ୪୦ ହଜାର ନଗଦ ଟଙ୍କା , ୨୪ଟି ମୋବାଇଲ ସହ  ୬ ପ୍ୟାକେଟ ତାସ ଜବତ କରିଛି ପୋଲିସ । ଗୋଟିଏ ଜବତ କାରରେ କଂଗ୍ରେସ ର ଚିହ୍ନ ରହିଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି କହିଛନ୍ତି ବରଗଡ ଏସଡିପିଓ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking