28.1 C
Bhubaneswar
Thursday, July 4, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଗଜପତି ମହାରାଜା । ରଥଯାତ୍ରା ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ । ଗଜପତି-ମୁଖ୍ୟମନ୍ତ୍ରୀଙ୍କୁ ସହ ଆଇନମନ୍ତ୍ରୀ ବି ଆଲୋଚନାରେ ସାମିଲ ଥିଲେ । ଆଲୋଚନା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସୂଚନା । ରଥଯାତ୍ରା କିଭଳି ସୁରୁଖୁରୁରେ ହେବ ସେନେଇ ଆଲୋଚନା ହେଲା । କିଭଳି ନାତିକାନ୍ତି ଠିକ ସମୟରେ ପାଳନ ହେବ, ଆଲୋଚନା ହେଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking