18.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶପାକିସ୍ତାନରେ ନମାଜ-ଏ-ଜନାଜା

ପାକିସ୍ତାନରେ ନମାଜ-ଏ-ଜନାଜା

ନୂଆଦିଲ୍ଲୀ: ପାକିସ୍ତାନରେ ନମାଜ-ଏ-ଜନାଜା । ଆତଙ୍କୀଙ୍କ ଅନ୍ତିମ ସଂସ୍କାର ପାଇଁ ଶୋଭାଯାତ୍ରା ଚାଲିଛି। ଶୋଭାଯାତ୍ରାରେ ପାକ୍ ସେନା ଅଧିକାରୀ ସାମିଲ ହୋଇଛନ୍ତି। ସାମିଲ ହୋଇ ମୃତଦେହକୁ କାନ୍ଧ ଦେଲେ ପାକ୍ ସେନା ଅଧିକାରୀ । ଏତିକିବେଳେ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ କ୍ରୋଧିତ। ପାକିସ୍ତାନୀ ସେନା ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କଠାରୁ ରହିତାଦେଶ ମାଗିଛି। ସେମାନେ ଭାରତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛନ୍ତି। ଏହା ଉପରେ ଶାହବାଜ କହିଥିଲେ ଯେ ସେନାର ଏହା କରିବାର ପୂର୍ଣ୍ଣ ଅଧିକାର ଅଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଏକ ଜାତୀୟ ସୁରକ୍ଷା ବୈଠକ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking