20.1 C
Bhubaneswar
Monday, February 9, 2026
Homeଦେଶ ବିଦେଶପୂରା ସମର୍ଥନ ଅଛି: ଖଡଗେ

ପୂରା ସମର୍ଥନ ଅଛି: ଖଡଗେ

ନୂଆଦିଲ୍ଲୀ: ଶେଷ ହୋଇଛି ସର୍ବଦଳୀୟ ବୈଠକ । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ । କଂଗ୍ରେସ ତରଫରୁ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଏହି ବୈଠକରେ ଯୋଗ ଦେଥିଲେ । ସାମ୍ପ୍ରତ୍ତିକ ସ୍ଥିତିକୁ ନେଇ ସରିଲା ସର୍ବଦଳୀୟ ବୈଠକ । ଅପରେସନ ସିନ୍ଦୂର ନେଇ ବିରୋଧୀଙ୍କୁ ଅବଗତ କଲେ ସରକାର । ଘଡିସନ୍ଧି ମୁହୂର୍ତ୍ତରେ ପୂରା ସମର୍ଥନ ରହିଛି କହିଲେ ଏଆଇସିସି ସଭାପତି ଖଡଗେ । ରାହୁଲ ଗାନ୍ଧି ମଧ୍ୟ କହିଲେ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking