30.1 C
Bhubaneswar
Sunday, February 8, 2026
Homeଓଡିଶାଏଣିକି ଗୋଟିଏ ରାଜସ୍ୱ ଆଇନ ଓଡିଶାରେ ରହିବ: ମନ୍ତ୍ରୀ

ଏଣିକି ଗୋଟିଏ ରାଜସ୍ୱ ଆଇନ ଓଡିଶାରେ ରହିବ: ମନ୍ତ୍ରୀ

ପୁରୀ: ଏଣିକି କେବଳ ଗୋଟିଏ ରାଜସ୍ୱ ଆଇନ ଓଡିଶାରେ ରହିବ । ପୁରୀରେ ସମୀକ୍ଷା ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । କହିଛନ୍ତି ସରକାର ଅଧ୍ୟୟନ କରୁଛନ୍ତି, ପ୍ରସ୍ତୁତି ଆରମ୍ଭ ହୋଇଛି । ଅନେକ ଜଟିଳ ଆଇନ ଅଛି, କିଛି ଆବଶ୍ୟକ ନାହିଁ ।  ନିକଟରେ ଆସିବ ଓଡିଶା ଗଭରମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ।  ଏହା ସମୟ ଉପଯୋଗୀ ହେବ , ଲୋକଙ୍କ  ବୁଝିଲା ଭଳି ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking