33.1 C
Bhubaneswar
Friday, April 25, 2025
Homeଓଡିଶାକାଶ୍ମୀରଠୁ  କନ୍ୟାକୁମାରୀ,  ସବୁଠି  ମିଳିବ ସେବା: ମନ୍ତ୍ରୀ

କାଶ୍ମୀରଠୁ  କନ୍ୟାକୁମାରୀ,  ସବୁଠି  ମିଳିବ ସେବା: ମନ୍ତ୍ରୀ

କଟକ: ଆଜିଠୁ ଲାଗୁହେଲା ଆୟୁଷ୍ମାନ ଯୋଜନା । ଏହାର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା । ଆୟୁଷ୍ମାନରେ ଯୋଡିହେଲା ଓଡିଶା । ଆୟୁଷ୍ମାନ ଯୋଜନା  କାଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି । କାଶ୍ମୀରଠୁ  କନ୍ୟାକୁମାରୀ  ସବୁଠି କାମ  ଦେବ । ଏଥର ଓଡିଶାବାସୀ ପାଇବେ ଆୟୁଷ୍ମାନ କାର୍ଡ । ପ୍ରତି ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ । ୨୯ ହଜାର ହସ୍ପିଟାଲରେ ଦେୟମୁକ୍ତ  ସ୍ୱାସ୍ଥ୍ୟସେବା  ମିଳିବ । ଏନେଇ  ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା   ଦେଇଛନ୍ତି । ପୂର୍ୱ ସରକାର ଚଞ୍ଚକତା କରି  ଏହା ଲାଗୁ କରି ନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking