28.1 C
Bhubaneswar
Sunday, June 30, 2024
Homeଓଡିଶାଜୁନ ୩ରୁ ଜଏନ କଲେଣି ଆଶିଷ : ଡିଜିପି

ଜୁନ ୩ରୁ ଜଏନ କଲେଣି ଆଶିଷ : ଡିଜିପି

ଭୁବନେଶ୍ୱର : ଆଇପିଏସ ଆଶିଷ ସିଂଙ୍କୁ ନେଇ ଗୃହ ବିଭାଗର ଚିଠି ପରେ ଡିଜିପି ନିଜର ପ୍ରତିକ୍ରିୟା ରଖିଛନ୍ତି । ଗତ ଜୁନ ୩ ତାରିଖ ଠାରୁ ଆଶିଷ ସିଂ କାର୍ଯ୍ୟରେ ଯୋଗଦେଇଥିବା ଡିଜିପି ସ୍ପଷ୍ଟ କରିଛନ୍ତି । ଗତ ୧୭ ତାରିଖରେ ଡିଜିପି କ୍ୟାମ୍ପ ଅଫିସରେ ଅନୁଷ୍ଠିତ ବୈଠକରେ ବି ଆଶିଷ ସିଂ ଉପସ୍ଥିତ ଥିଲେ ବୋଲି ଡିଜିପି ସ୍ପଷ୍ଟ କରିଛନ୍ତି । ଆଶିଷ ତାଙ୍କ ଜଏନିଂ ରିପୋର୍ଟ ଏସଆଇଡବ୍ଲୁ୍ୟରେ ଦେଇଛନ୍ତି ବୋଲି ଡିଜିପି କହିଛନ୍ତି । ଏହା ରୁଟିନ କରେସପଣ୍ଡେଣ୍ଟ, ହୁଏତ ଚିଠିଟି ରହିଯାଇଥିବ ବୋଲି ଡିଜିପି କହିଛନ୍ତି । ଏବେ ଗୃହ ବିଭାଗକୁ ଏନେଇ ଅବଗତ କରାଇଦିଆଯାଇଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking