31.1 C
Bhubaneswar
Friday, October 18, 2024
Homeଓଡିଶାମାଲଗାଡି ଟ୍ରେନ୍ ଲାଇନଚ୍ୟୁତ

ମାଲଗାଡି ଟ୍ରେନ୍ ଲାଇନଚ୍ୟୁତ

ସମ୍ବଲପୁର : ସରଲାଠାରେ ମାଲଗାଡି ଟ୍ରେନ୍ ଲାଇନଚ୍ୟୁତ । ମାଲଗାଡିର ଗୋଟିଏ ବଗି ଲାଇନଚ୍ୟୁତ ସୂଚନା । ଘଟଣା ସ୍ଥଳରେ ପହଞ୍ଚି ରେଳ ଅଧିକାରୀଙ୍କ ତଦନ୍ତ । ସୂଚନା ଯୋଗ୍ୟ ଯେ, ଆଜି ବିଳମ୍ବିତ ରାତିରେ ପାଖାପାଖି ୩ଟା ୩୪ ମିନିଟରେ ଝାଡଖଣ୍ଡ ଚକ୍ରଧରପୁରରେ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଏହାର ୫ଟି କୋଚ୍ ଲାଇନଚ୍ୟୁତ ହୋଇଥିଲା । ଫଳରେ ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ। ଚକ୍ରଧରପୁର ଡିଭିଜନ୍‌ର ରାଜଖରସୁଆଁରୁ ୭ କିମି ଦୂରରେ ଥିବା ବାରାବମ୍ବୋ ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହେବା ପରେ ୩ଟି ଟ୍ରେନ୍ ବାତିଲ୍ କରାଯାଇଥିଲା । ସେଗୁଡ଼ିକ ହେଲା ହାୱଡ଼ା- ଟିଟିଲାଗଡ଼-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ, ଖଡଗପୁର-ଧାନବାଦ ଓ ହାୱାଡ଼ା-ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ ଟ୍ରେନ୍‌ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking