ଭୁବନେଶ୍ୱର : ଆଜି ବିଧାନସଭା ଅଧିବେଶନର ଅଷ୍ଟମ ଦିନ । ସ୍ୱାଭିବକ ରହିଛି ବିଧାନସଭା ପ୍ରଶ୍ନକାଳ । ରାଜ୍ୟରେ ୭୮% ଲୋକ ପାଉଛନ୍ତି ମାଗଣା ଚାଉଳ । ବିଧାନସଭାରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କେତେ ଭୂତ ହିତାଧିକାରୀ ଅଛନ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଭୂତ କାର୍ଡ ଚିହ୍ନଟ ପାଇଁ ଇକେଇସି ଆରମ୍ଭ ହେବ । ଖୁବ୍ ଶିଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଯେଉଁମାନେ ଭୂତ ହିତାଧିକାରୀ ସେମାନଙ୍କୁ ବାଦ ଦେବୁ କୋହିଲେ ମନ୍ତ୍ରୀ ।