27.1 C
Bhubaneswar
Monday, March 30, 2026
Homeଖେଳଚତୁର୍ଥ ଟି - ୨୦: ବୋଲିଂ କରିବ ଭାରତ

ଚତୁର୍ଥ ଟି – ୨୦: ବୋଲିଂ କରିବ ଭାରତ

ନୂଆଦିଲ୍ଲୀ: ଚତୁର୍ଥ ଟି୨୦ରେ ବିଶାଖାପାଟଣାରେ ମୁହାଁମୁହିଁ ହୋଇଛନ୍ତି ଭାରତ-ନ୍ୟୁଜିଲାଣ୍ଡ । ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି ।ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ ଦଳ । ଆଜି ଟିମ୍ ଇଣ୍ଡିଆରେ ଗୋଟିଏ ପରିବର୍ତ୍ତନ ହୋଇଛି। ଇଶାନ କିଶାନଙ୍କ ସ୍ଥାନରେ ଅର୍ଶଦୀପ ସିଂହଙ୍କୁ ପ୍ଲେଇଂ ଏକାଦଶରେ ସାମିଲ କରାଯାଇଛି। ନ୍ୟୁଜିଲ୍ୟାଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ଜ୍ୟାକୱେରୀ ଫଲକସ ଫେରିଛନ୍ତି। କାଇଲ୍ ଜାମିସନ୍ ଆଜି ପ୍ଲେଇଂ ଏକାଦଶର ଅଂଶ ନାହାଁନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ରେ ଆଦୁ ଆ ଅଛି ଭାରତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking