17.1 C
Bhubaneswar
Sunday, February 8, 2026
Homeଅପରାଧମୋବାଇଲ ଦେଖାଇବା ବାହାନାରେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ

ମୋବାଇଲ ଦେଖାଇବା ବାହାନାରେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ

ଦେବଗଡ଼: ଆସେ ଯିବା ମୋବାଇଲ ଦେଖିବା। ସେ ବି ଛୋଟ ପିଲା ମୋବାଇଲ ଦେଖିବାକୁ ମନ। ଆଉ ଖୁସିରେ ମୋବାଇଲ୍ ଦେଖିବା ପାଇଁ ଚାଲିଗଲା। ଆଉ ପୂର୍ବରୁ ଯେଉଁ ପାପ ଉଦ୍ଧେଶ୍ୟ ମନରେ ରଖି ୪ ବର୍ଷର ଶିଶୁକନ୍ୟାକୁ ମୋବାଇଲ୍ ଦେଖିବାକୁ ଡାକିଥିଲା, ମୌଉକା ଦେଖି ସେ ଇଚ୍ଛା ବି ପୂରଣ କରିଦେଲା ନାବାଳାକ। ଏପରି ଏକ ଦୁଷ୍କର୍ମ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ରିଆମାଳ ଥାନା ଅଞ୍ଚଳରେ। ଜଣେ ୪ ବର୍ଷର ନାବାଳିକାକୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ରିଆମାଳ ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ପରିବାର। ଅଭିଯୋଗ ଅନୁସାରେ, ୪ ବର୍ଷର ଶିଶୁକନ୍ୟାକୁ ମୋବାଇଲ୍ ଦେଖିବାକୁ ଡାକିଥିଲା ନାବାଳକ ଜଣକ। ଆଉ ମୋବାଇଲ୍ ଦେଖେଇବା ବାହାନାରେ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲା। ଆଉ ସେଠାରେ ନିବାଳିକା ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ମଧ୍ୟ ଏକ ମାମଲା ରୁଜୁଲ କରି ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking