ସମ୍ବଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ । ବାମ ପାଶ୍ୱର୍ର ୪ ଓ ଡାହାଣ ପାଶ୍ୱର୍ର ୨ଟି ଗେଟ ଖୋଲା ହୋଇଛି । ପୂର୍ୱରୁ ହୀରାକୁଦର ୨ଟି ଗେଟ ଖୋଲାଯାଇଥିଲା ।