19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଶ୍ୱାସରୁଦ୍ଧ ହୋଇ ଜଳିଗଲେ ପରିବାରର ୪ ସଦସ୍ୟ

ଶ୍ୱାସରୁଦ୍ଧ ହୋଇ ଜଳିଗଲେ ପରିବାରର ୪ ସଦସ୍ୟ

ନୂଆଦିଲ୍ଲୀ: ବିହାରର ସାରଣ ଜିଲ୍ଲାରେ ଶୀତରୁ ରକ୍ଷା ପାଇବା ପାଇଁ ଏକ ବନ୍ଦ କୋଠରୀରେ ନିଆଁ ଜାଳି ଶୋଇଥିବା ବେଳେ ଶନିବାର ଦିନ ତିନି ଜଣ ପିଲା ସମେତ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ପୋଲିସ କହିଛି।ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭଗବାନ ବଜାର ଅଞ୍ଚଳରେ ଭୋର ସମୟରେ ଘଟିଥିବା ଏହି ଘଟଣାରେ ଅନ୍ୟ ଦୁଇଜଣ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସେମାନେ ଉତ୍ତର ପ୍ରଦେଶର ଜଣେ ସରକାରୀ ଅଧିକାରୀଙ୍କ ପରିବାର ସଦସ୍ୟ। ଦୁଇଜଣଙ୍କୁ ନିକଟତମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତଦନ୍ତ ଜାରି ରହିଛି ।ଏହି ମାମଲାକୁ ସମସ୍ତ ଦୃଷ୍ଟିକୋଣରୁ ତଦନ୍ତ କରାଯାଉ ବୋଲି କୁହାଯାଉଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking