27.1 C
Bhubaneswar
Thursday, June 26, 2025
Homeଦେଶ ବିଦେଶଦିଲ୍ଲୀରେ ୪ ଦିନ ଡ୍ରାଏ ଡେ

ଦିଲ୍ଲୀରେ ୪ ଦିନ ଡ୍ରାଏ ଡେ

ନୂଆଦିଲ୍ଲୀ : ନିର୍ବାଚନ ପାଇଁ ଜାତୀୟ ରାଜଧାନୀ ଦିଲ୍ଲୀରେ ୪ ଦିନ ଡ୍ରାଏ ଡେ । ଆସନ୍ତା ଫେବୃଆରୀ ୫ରେ ଦିଲ୍ଲୀ ନିର୍ୱାଚନ । ଏଥିପାଇଁ ୪ ଦିନ ଡ୍ରାଏ ଡେ । ଦିଲ୍ଲୀରେ ସରକାର ଫଳାଫଳ ଘୋଷଣା ହେବା ପଯ୍ୟନ୍ତ ଫେବୃଆରୀ ୩ରୁ ୫ ସହିତ ଫେବୃଆରୀ ୮ରେ ମଧ୍ୟ ମଦ ଦୋକାନଗୁଡିକ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମଦ ପରିବେଶଣ କରୁଥିବା ଅନ୍ୟ  ପ୍ରତିଷ୍ଠାନଗୁଡିକ ବନ୍ଦ ରହିବ । ଦିଲ୍ଲୀ ଅବକାରୀ  କମିଶନଙ୍କ ଦ୍ୱାରା ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଫେବୃଆରୀ ୩ ସନ୍ଧ୍ୟା ୬ଟାରୁ ଫେବୃଆରୀ ୫ ସନ୍ଧ୍ୟା ୬ଟା ପଯ୍ୟନ୍ତ ଏବଂ  ତାପରେ ଫେବୃଆରୀ ୮ ତାରିଖରେ  ଡ୍ରାଏ ଡେ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀରେ ଡ୍ରାଏ ଡେ ସମୟରେ କୌଣସି ମଦ ଦୋକାନ ଖୋଲିବ ନାହିଁ ।  ଏହା ସହିତ ହୋଟେଲ , ରେଷ୍ଟୁରାଣ୍ଟରେ ମଦ ପରିବେଶଣ କରିପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking