25.1 C
Bhubaneswar
Friday, December 19, 2025
Homeଓଡିଶାହତ୍ୟା ପାଇଁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଦାୟୀ: ପରମା ପୂଜାରୀ

ହତ୍ୟା ପାଇଁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଦାୟୀ: ପରମା ପୂଜାରୀ

ଭୁବନେଶ୍ୱର: ଶିକ୍ଷା ଅନୁଷ୍ଠାନରଗୁଡିକର ଅବ୍ୟବସ୍ଥାକୁ ନେଇ ପୂର୍ବତନ ଏସସି/ ଏସଟି ମନ୍ତ୍ରୀ ପରମା ପୂଜାରୀ ଉଦବେଗ ପ୍ରକାଶ କରିଛନ୍ତି । ହତ୍ୟା ପାଇଁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତାଙ୍କୁ ଦାୟୀ କଲେ ପରମା ପୂଜାରୀ । ଶିକ୍ଷାନୁଷ୍ଠାନରେ ପିଲାଙ୍କ ଜୀବନ ଚାଲିଯିବା ନିନ୍ଦନୀୟ ଘଟଣା ଅଟେ । ଏସସି/ ଏସଟି ପିଲାଙ୍କ ପ୍ରତି ହେଉଥିବା ଘଟଣା ଅତ୍ୟନ୍ତ ଦୁଃଖ ଓ ଯନ୍ତ୍ରଣାଦାୟକ ଅଟେ । ବିଭାଗୀୟ ମନ୍ତ୍ରୀ ଅଧିକାରୀ ତଦାରଖ କରିବା ଉଚିତ । ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବା ଦରକାର । ପିଲାଙ୍କ ଭବିଷ୍ୟତ ଗଢିବାକୁ ଶିକ୍ଷାନୁଷ୍ଠାନକୁ ଅଭିଭାବକ ଛାଡୁଛନ୍ତି । ପରିଚାଳନା ତ୍ରୁଟି ଯୋଗୁଁ ପିଲାଙ୍କ ଜୀବନ ଯାଉଛି । ଆଦିବାସୀ ଛାତ୍ରଙ୍କୁ ସୁରକ୍ଷା ଦେବାକୁ ଦାବି କଲେ ପୂର୍ବତନ ମନ୍ତ୍ରୀ । ସୂଚନାଥାଉକି, ଗତ କିଛିଦିନ ତଳେ ନବମ ଶ୍ରେଣୀ ଆଦିବାସୀ ଛାତ୍ରଙ୍କର କିସ ଶିକ୍ଷାନୁଷ୍ଠାରେ ମୃତ୍ୟୁ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking