19.1 C
Bhubaneswar
Saturday, December 13, 2025
Homeଓଡିଶା୫୦୦ ସ୍କୁଲର ପଡିବ ଭିତ୍ତିପ୍ରସ୍ତର: ମନ୍ତ୍ରୀ

୫୦୦ ସ୍କୁଲର ପଡିବ ଭିତ୍ତିପ୍ରସ୍ତର: ମନ୍ତ୍ରୀ

ଭୁବନେଶ୍ୱର: ସରକାରଙ୍କ ବର୍ଷପୂର୍ତ୍ତିରେ ୫୦୦ ସ୍କୁଲର ପଡିବ ଭିତ୍ତିପ୍ରସ୍ତର । ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଗୋଦାବରୀଶ ମିଶ୍ର  ଆଦର୍ଶ ବିଦ୍ୟାଳୟ ଯୋଜନାରେ ହେବ । ୩୧୪ ବ୍ଲକରେ ଆଦର୍ଶ ପ୍ରାଥମିକ ସ୍କୁଲ କରାଯିବ । ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking