23.6 C
Bhubaneswar
Monday, March 17, 2025
Homeଓଡିଶାପୂର୍ବତନ ଜିଲ୍ଳା ପରିଷଦ ସଭ୍ୟ କାଲକାଟାରୁ ଗିରଫ

ପୂର୍ବତନ ଜିଲ୍ଳା ପରିଷଦ ସଭ୍ୟ କାଲକାଟାରୁ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ୧୩ ନ ଜୋନର ପୁର୍ବ ତନ ଜିଲ୍ଳା ପାରିଷଦ ସବ୍ୟ ନିରଞ୍ଜନ ରାଉତଙ୍କୁ ଯାଜପୁର ଜିଲ୍ଲାର ସ୍ପେଶlଲ୍ ପୋଲିସ ଟିମ କାଲକାଟାର ବିଭିନ୍ନ ସ୍ଥାନ ଚଡାଉ କରି ଗୀରଫ କରୁଛି ।  ତାଙ୍କ ନାମରେ ବିରିପାଟି ମାର୍କେଟ କମ୍ପ୍ଲେକ୍ସ ଭଙ୍ଗୀବାର ମୁଖ୍ୟ ସାମୀ ଥିଲେ । ଅନ୍ୟ ପକ୍ଷରେ ଧର୍ମଶାଳା ଅଞ୍ଚଳର କଳା ପଥର କାରବାରରେ ସମ୍ପୃକ୍ତ ଥିଲେ ପୋଲିସକୁ ଚକ୍ଷ୍ମମା ଦେଖାଇ ଫେରାର ହୋଇଯାଇଥିଲେ । ତାଙ୍କର ଧର୍ମଶଳାର ପୂର୍ବତନ ବିଧାୟକ ଜଣେ ବିଜେପି ନେତ୍ରୀ ସହ ଘନିଷ୍ଟ ସମ୍ପର୍କ ଅଛି । ପୋଲିସ ଶ୍ରୀ ରାଉତଙ୍କୁ ଗିରଫ କରି ଚଣ୍ଡିଖୋଲ ଜେଏମ୍ ସି କୋର୍ଟ ହାଜର କରିଥିଲା । ଜlମିନି ନ ମଂଜୁର ହେବରୁ ମାଜିଷ୍ଟ୍ରେଟ ରଗଡ଼ି ଜେଲକୁ ପଠାଇ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking