14.1 C
Bhubaneswar
Sunday, December 7, 2025
Homeଓଡିଶାପୂର୍ବତନ ସରପଞ୍ଚଙ୍କୁ  ନିର୍ମମ ହତ୍ୟା

ପୂର୍ବତନ ସରପଞ୍ଚଙ୍କୁ  ନିର୍ମମ ହତ୍ୟା

ସୁବର୍ଣ୍ଣପୁର: ପୂର୍ବତନ ସରପଞ୍ଚଙ୍କୁ  ନିର୍ମମ ହତ୍ୟା । ସୁବଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କେନ୍ଦ୍‌ୁପାଲି ନିକଟରେ ଏଭଳି ଅଘଟଣ ଘଟିଛି।ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ହୋଇଛି ଅଭିଯୋଗ । ପୂର୍ବତନ ତଥା ବର୍ତମାନ ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ବଲ୍ଲଭ କ୍ଷେତ୍ର ଗଜବନ୍ଧ ପଂଚାୟତର ପୂର୍ବତନ ସରପଞ୍ଚ ଥିଲେ । ଗତ କାଲି ରାତିରେ କେନ୍ଦୁପାଲି ରାସ୍ତାରେ ଯିବାବେଳେ  କିଛି ଅସାମାଜିକ ଲୋକେ  ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ  । ରକ୍ତଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର  ।  ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  ।  ପୂର୍ବଶତ୍ରୁତାରୁ କେହି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking